ଗୋପନରେ ପରମାଣୁ ବୋମା ପରୀକ୍ଷା କରିଚାଲିଛି ଚୀନ : ଆମେରିକା

ୱାଶିଂଟନ : ସମଗ୍ର ବିଶ୍ୱକୁ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତଥିବାବେଳେ ଚୀନ ଗୋପନରେ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଛି। ଚୀନ ଗୋପନରେ ସ୍ପଳ୍ପ ବିସ୍ପୋରକ ଶକ୍ତି ବିଶିଷ୍ଟ କେତେକ ପରମାଣୁ ପରୀକ୍ଷା କରିଥିବା ଆମେରିକା ଜାଣିବାକୁ ପାଇଛି। ଆମେରିକାର ପରରାଷ୍ଟ୍ର ବିଭାଗର ଏକ ଗୋପନ ରିପୋର୍ଟରେ ଏ ସଂପର୍କରେ କୁହାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ନିୟମ ଅନୁସାରେ କୌଣସି ପ୍ରକାରର ପରିମାଣୁ ପରୀକ୍ଷାକୁ ନିଷିଦ୍ଧ କରାଯାଇଥିଲେ … Continue reading ଗୋପନରେ ପରମାଣୁ ବୋମା ପରୀକ୍ଷା କରିଚାଲିଛି ଚୀନ : ଆମେରିକା